ଲେଖାଶ୍ରୀଙ୍କ ମନ୍ତବ୍ୟକୁ ବିଭିନ୍ନ ବିଜେଡି ଓ କଂଗ୍ରେସର କଡା ସମାଲୋଚନା - ଲେଖାଶ୍ରୀଙ୍କ ମନ୍ତବ୍ୟକୁ କଡା ସମାଲୋଚନା
🎬 Watch Now: Feature Video
ଭୁବନେଶ୍ବର: ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବାଦୀୟ ବୟାନକୁ ନେଇ ବଢୁଛି ପ୍ରତିକ୍ରିୟା । ପୁରୀକୁ ଦେଶବାସୀ କଲିକତାର ବୋଲି ଜାଣିଥିଲେ । ଯେତେବେଳେ ପୁରୀ ଲୋକସଭା ଆସନରୁ ସମ୍ବିତ ପାତ୍ର ନିର୍ବାଚନ ଲଢିଲେ, ସେତେବେଳେ ଦେଶବାସୀ ପୁରୀ ଓଡିଶାର ଜାଣିବାକୁ ପାଇଥିଲେ ବୋଲି ଲେଖାଶ୍ରୀ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ବର୍ତ୍ତମାନ ରାଜନୈତିକ ଦଳ କଡା ସମାଲୋଚନା କରୁଛନ୍ତି ।