ମେଡିକାଲରେ କଙ୍ଗାରୁ କୋର୍ଟ ଘଟଣା, ପୋଲିସ କାର୍ଯ୍ୟାନୁଷ୍ଠାନ ଉପରେ ସନ୍ଦେହ - sambalpur news

🎬 Watch Now: Feature Video

thumbnail

By

Published : Oct 24, 2019, 7:13 PM IST

ସମ୍ବଲପୁର: ବୁର୍ଲା ଭୀମସାର୍‌ରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମରଣାନ୍ତକ ଆକ୍ରମଣ ଓ କଙ୍ଗାରୁ କୋର୍ଟ ଘଟଣାକୁ ବିତିଯାଇଛି 4 ଦିନ । ଘଟଣାରେ ନିର୍ଯ୍ୟାତନାର ଶିକାର 2 ଯୁବକଙ୍କୁ ପୋଲିସ ଜେଲ ପଠାଇଥିବାବେଳେ କଙ୍ଗାରୁ କୋର୍ଟ କରିଥିବା ଡାକ୍ତରୀ ଛାତ୍ରଙ୍କ ବିରୋଧରେ ଏଯାବତ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ପୋଲିସ । ଯାହାକୁ ନେଇ ପୋଲିସର କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.