ମନ କିଣୁଛି ଦିବ୍ୟାଙ୍ଗଙ୍କ ହାତ ତିଆରି ମାଟି ଦୀପ - Bhubaneswar news
🎬 Watch Now: Feature Video

ଭୁବନେଶ୍ବର: ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି। ସେଥିପାଇଁ ଏବେ ଚାରିଆଡେ ଉତ୍ସବମୁଖର । କିଏ ବଜାରରୁ ଦୀପାବଳି ପାଇଁ ଦୀପ କିଣୁଛି ତ ଆଉ କିଏ ବାଣ । ହେଲେ କିଛିକାଂଶରେ ମାଟି ଦୀପର ଚାହିଦା କମୁଥିବା ବି ନଜିର ରହିଛି । ଏଣିକି ଦିବ୍ୟାଙ୍ଗମାନେ ତିଆରି କରିଥିବା ଦୀପରେ ଦୀପାବଳି ନିଜର ଖୁସିକୁ ଆହୁରି ଦ୍ବିଗୁଣିତ କରନ୍ତୁ ।