ୟସ ପାଇଁ ପାରାଦୀପ ସଂଲଗ୍ନ ବରଜ ବାହାକୁଦ ଘାଟରେ ଆତଙ୍କିତ ଲୋକେ - ୟସ ପାଇଁ ପାରାଦୀପ ଭୟ

🎬 Watch Now: Feature Video

thumbnail

By

Published : May 25, 2021, 4:45 PM IST

କେନ୍ଦ୍ରାପଡ଼ା ଜିଲ୍ଲାରେ ବାତ୍ୟା ପାଇଁ ଲୋକଙ୍କ ମନରେ କୋକୁଆଭୟ ସୃଷ୍ଟି ହୋଇଥିବା ବେଳେ ପାରାଦୀପ ବନ୍ଦରରେ ଲାଗିଛି ସର୍ବାଧିକ ୧୦ନଂ ବିପଦ ସଙ୍କେତ । ପାରାଦୀପ ଓ ମହାକାଳପଡ଼ାକୁ ମହାନଦୀ ଦୁଇଭାଗ କରୁଥିବା ବେଳେ ବାତ୍ୟା ପାଇଁ ନଦୀ କୂଳରେ ବାସ କରୁଥିବା ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.