ଧୋକା ଦେଲା କାଳିଆ, ଆଶା ଦେଉଛି ପିଏମ କିଷାନ !

By

Published : Aug 12, 2020, 3:03 PM IST

thumbnail
ଭୁବନେଶ୍ବର: ପିଏମ କିଷାନର 6ଟି କିସ୍ତିକୁ ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ମାତ୍ର ଗୋଟିଏ କିସ୍ତି । କେନ୍ଦ୍ର ବାଣ୍ଟି ଚାଲିଛି ଆଉ ରାଜ୍ୟ ଚୁପଚାପ ଦେଖୁଛି । ଏବେ ଏମିତି ଲାଗୁଛି ସତେ ଯେମିତି କାଳିଆ ଯୋଜନା ବାଟବଣା । ଚାଷୀଙ୍କୁ କାଳିଆ ଯୋଜନାରେ କେତେ କଣ ସ୍ବପ୍ନ ଦେଖାଇଥିଲେ । ଗୋଟିଏ କିସ୍ତି ଦେଲେ ତାପୁଣି ନିର୍ବାଚନ ପୂର୍ବରୁ । ଯେମିତି ନିର୍ବାଚନ ସରିଛି ଦ୍ଵିତୀୟ କିସ୍ତି କଥା ଉଠାଇଲେ ହେଲେ ଦେଲା ବେଳକୁ ପଛାଘୁଞ୍ଚା । ଏପରିକି କେନ୍ଦ୍ର ସହିତ ଏହାକୁ ମିଶ୍ରଣ କରିବାକୁ ପ୍ରସ୍ତାବ ଦେଇଥିଲେ ଓଡିଶା । କେତେ ଜଣ ଦ୍ଵିତୀୟ କିସ୍ତି ପାଇଛନ୍ତି ତାର ହିସାବ ଦେଉନି କୃଷି ବିଭାଗ । ସେପଟେ ପିଏମ କିଷାନ ଯୋଜନାରେ 6ଟି କିସ୍ତି ଦେଲାଣି କେନ୍ଦ୍ର। ଯାହାକି ଚାଷୀ ଭାଇଙ୍କ ପ୍ରତି କାହାର କେତେ ଦରଦ ପ୍ରମାଣିତ କରିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.