ବେସାହାରା କରି ଚାଲିଗଲେ ବିଜୟ: ବରିଷ୍ଠ ନିର୍ଦ୍ଦେଶକ ବସନ୍ତ ସାହୁ

By

Published : Jul 21, 2020, 5:06 PM IST

thumbnail
କଟକ: ଓଲିଉଡର ବର୍ଷିଆନ, ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି ଚିର ବିଦାୟ ନେଇଛନ୍ତି । 70 ବର୍ଷ ବୟସରେ ଆଖିବୁଜିଛନ୍ତି ଏହି ସୁନାମଧନ୍ୟ ମହାନ କଳାକାର । ଓଡିଆ ଚଳଚ୍ଚିତ୍ର ଜଗତରେ ଏକ ଯୁଗର ଅବସାନ ଘଟିଛି ତାଙ୍କ ବିୟୋଗ ପରେ । ଓଡିଆ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ବିଜୟ ମହାନ୍ତିଙ୍କ ବିୟୋଗରେ ନେତା, ଅଭିନେତା, ସାଧାରଣ ଜନତା ସବୁ ମହଲରେ ଶୋକର ଛାୟା । ଚିର କାଳ ପାଇଁ ଚିର ନିଦ୍ରାରେ ଓଡିଆ ଚଳଚ୍ଚିତ୍ର ଜଗତର ଭୀଷ୍ମ ପିତାମହ । ବିଜୟ ମହାନ୍ତିଙ୍କ ଅକାଳ ବିୟୋଗ ପରେ ବରିଷ୍ଠ ନିର୍ଦ୍ଦେଶକ ବସନ୍ତ ସାହୁଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଇଟିଭି ଭାରତ କଟକ ସମ୍ବାଦଦାତା ନାରାୟଣ ସାହୁ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.