thumbnail

ଲକଡାଉନ: ଓଡିଶା-ପଶ୍ଚିମବଙ୍ଗ ସୀମାରେ କଣ ରହିଛି ସ୍ଥିତି ଦେଖନ୍ତୁ...

By

Published : Mar 28, 2020, 12:42 PM IST

ବାରିପଦା: ଭାରତରେ ଦିନକୁ ଦିନ କୋରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ସାରା ଦେଶକୁ ଲକଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ବାହାର ରାଜ୍ୟରୁ ଓଡିଶାକୁ ପ୍ରବେଶ ପାଇଁ କଣ ରହିଛି କଟକଣା ସେନେଇ ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତରୁ ଅଧିକ ସୂଚନା ଦେଇଛନ୍ତି ଆମ ଇଟିଭି ଭାରତ ପ୍ରତିନିଧି ମୃତ୍ୟୁଞ୍ଜୟ ସେନାପତି...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.