thumbnail

By

Published : Jan 29, 2022, 5:16 PM IST

ETV Bharat / Videos

କୋରୋନା ମହାମାରୀ ନେଇ ILS ନିର୍ଦ୍ଦେଶକଙ୍କ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: କୋରୋନା ମହାମାରୀ ନେଇ ଇନ୍‌ଷ୍ଟିଚ୍ଯୁଟ ଅଫ୍ ଲାଇଫ୍ ସାଇନ୍ସ(ILS) ନିର୍ଦ୍ଦେଶକଙ୍କ ସାମ୍ବାଦିକ ସମ୍ମିଳନୀ । କୋଭିଡ ମହାମାରୀ ନେଇ ବିସ୍ତୃତ ଆଲୋଚନା କରିଛନ୍ତି ନିର୍ଦ୍ଦେଶକ ଅଜୟ ପରିଡା । କୋଭିଡର ବିଭିନ୍ନ ଷ୍ଟ୍ରେନ ବାବଦରେ ଆଲୋଚନା କରିବା ସହ ଏସବୁ ଷ୍ଟ୍ରେନ ପ୍ରଭାବ ବାବଦରେ ସୂଚନା ଦେଇଛନ୍ତି । ତେବେ ରାଜ୍ୟରେ ଦିନକୁ ଦିନ କୋଭିଡ୍ ମାମଲା କମୁଥିବା ବେଳେ ବିପଦ ହଟିନଥିବା କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.