ଓଡିଶା ବଜେଟ 2021: ସୁଦୃଢ ସ୍ବାସ୍ଥ୍ୟ ଭିତ୍ତିଭୂମି ଓ ଅଧିକ ଡାକ୍ତର ଆବଶ୍ୟକ - ଓଡିଶା ଆଶା
🎬 Watch Now: Feature Video
ବ୍ରହ୍ମପୁର: ମହାମାରୀ ଭଳି ସଙ୍କଟର ସମୟର ମୁକାବିଲା ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ଓ ହସ୍ପିଟାଲରେ ଆବଶ୍ୟକତୀୟ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ରହିବା ଆବଶ୍ୟକ । ଏଥିସହ ସରକାର ଆଣୁଥିବା ପଦକ୍ଷେପ ଓ ବିଭିନ୍ନ ଯୋଜନା ଯେପରି ପ୍ରତିଟି ବ୍ୟକ୍ତି ପାଖରେ ପହଞ୍ଚିପାରିବ ସେ ନେଇ ମଧ୍ୟ ଗୁରୁତ୍ବ ଜରୁରୀ । ଏ ନେଇ ଆଗାମୀ ବଜେଟରେ ଦୃଷ୍ଟି ଦେବାକୁ ମତ ରଖିଛନ୍ତି ବ୍ରହ୍ମପୁରର ବରିଷ୍ଠ ଡାକ୍ତର ଶଙ୍କର୍ଷଣ ପାତ୍ର ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ
Last Updated : Feb 20, 2021, 9:11 PM IST