ବଜେଟରୁ ବୌଦ୍ଧବାସୀଙ୍କ ଆଶା: ଗ୍ରାମାଞ୍ଚଳର ସ୍ବାସ୍ଥ୍ୟସେବାକୁ ଦରକାର ଭିଟାମିନ

🎬 Watch Now: Feature Video

thumbnail

By

Published : Feb 20, 2021, 9:14 PM IST

ବୌଦ୍ଧ: ସୋମବାର ଆଗତ ହେବ 2021-22 ଆର୍ଥିକ ବର୍ଷର ବଜେଟ । ଏ ନେଇ ଅନେକ ଆଶା ରଖିଛନ୍ତି ସାଧାରଣ ଜନତା । ବିଶେଷ କରି କୋଭିଡ କାଳରେ ସ୍ବାସ୍ଥ୍ୟସେବା ଗଭୀର ଭାବେ ଆଘାତ ପାଇଥିବାରୁ ଏହି ସେକ୍ଟରକୁ ଆହୁରି ବୁଷ୍ଟର ଦେବା ପାଇଁ କହିଛନ୍ତି ରାଜ୍ୟବାସୀ । ଗ୍ରାମ ପଞ୍ଚାୟତ ଓ ବ୍ଲକ ସ୍ତରରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଗୁରୁତ୍ବ ଦେବା ଆବଶ୍ୟକ ବୋଲି କୁହାଯାଇଛି । ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.