ଆନନ୍ଦ ଉଲ୍ଲାସରେ ନୂଆବର୍ଷ ପାଳିଲେ ବସୁନ୍ଧରାର ଶିଶୁ - new year celebration

🎬 Watch Now: Feature Video

thumbnail

By

Published : Jan 1, 2020, 5:55 PM IST

କଟକ: ବହୁ ଆଶାର ସମ୍ଭାର ନେଇ ଆସେ ନୂଆବର୍ଷ। ନୂଆବର୍ଷକୁ ପାଳିବା ପାଇଁ ସଭିଁଏ ଅନାଇ ବସିଥାନ୍ତି। କିଏ ପରିବାର ସହ ପାଳନ୍ତି କରନ୍ତି ତ ପୁଣି କିଏ ସାଙ୍ଗସାଥୀଙ୍କ ସହ ବଣଭୋଜି କରି ପାଳିଥାନ୍ତି। ଆଉ ଏହି ନୂଆବର୍ଷକୁ କେମିତି ପାଳନ୍ତି ଅସହାୟ ପିଲା। ତାହା ଜାଣିବା ପାଇଁ କଟକ ସ୍ଥିତ ବସୁନ୍ଧରା ଆଶ୍ରମରେ ପହଞ୍ଚିଥିଲେ ଆମ କଟକ ସମ୍ବାଦଦାତା । ପିଲାଙ୍କ ସହ ଖୁସିରେ ସାମିଲ ହୋଇଥିଲେ... କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.