ରାଉରକେଲା ଦେଖିବ ନେପାଳର ଜାନକୀ ମନ୍ଦିର ସଦୃଶ ପେଣ୍ଡାଲ - rourkela sector 6 puja pendal
🎬 Watch Now: Feature Video
ରାଉରକେଲା: ଆଜି ଜଗତଜନନୀଙ୍କ ଅଷ୍ଟମୀ ପୂଜା ଅବସରରେ ସହରର ସମସ୍ତ ପୂଜା ପେଣ୍ଡାଲରେ ଭକ୍ତିମୟ ମାହୋଲ । ସହରର ପୂଜା ପେଣ୍ଡାଲ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗି ରହିଥିବାରୁ ପ୍ରତ୍ୟେକ ପୂଜା କମିଟି ନିଜ ନିଜର ବିଶେଷ ପ୍ରୟାସ କରିଛନ୍ତି । ଚଳିତ ବର୍ଷ ରାଉରକେଲା ସେକ୍ଟର-2 ପୂଜା ପେଣ୍ଡାଲକୁ ନେପାଳର ଜାନକୀ ମନ୍ଦିର ଆକାରରେ ନିର୍ମାଣ କରାଯାଇଛି । କାରିଗର ମାନେ ଦିନରାତି କାମ କରି ଏହି ବିରାଟ ପେଣ୍ଡାଲଟି ନିର୍ମାଣ କରିଛନ୍ତି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ