thumbnail

By

Published : Jun 29, 2021, 10:16 PM IST

ETV Bharat / Videos

ଓଡିଶାରେ ଲାଗୁ ସୁନା ହଲମାର୍କିଂ, ଫାଇଦା ପାଇବେ କି ଗ୍ରାହକ ?

କଟକ: ସାବାଡ ହେବେ କମ ମାନଦଣ୍ଡର ସୁନା ଅଳଙ୍କାର ବିକ୍ରି କରି ଗ୍ରାହକଙ୍କୁ ଠକୁଥିବା ବ୍ୟବସାୟୀ । କାରଣ ବାଧ୍ୟମତାମୂଳକ ହୋଇଛି ସୁନା ଅଳଙ୍କାର ଉପରେ ହଲମାର୍କିଂ ଷ୍ଟାମ୍ପ । ଭାରତୀୟ ମାନକ ବ୍ୟୁରୋ (ବିଏସଆଇ) ପକ୍ଷରୁ ଏହି ନିୟମ ପ୍ରଣୟନ କରାଯାଇଥିବା ବେଳେ ଓଡିଶାର 8 ଟି ଜିଲ୍ଲାରେ ଲାଗୁ ହୋଇଛି ଏହି ନିୟମ । କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.