ଜୁନାଗଡ଼ରେ ଲକଡାଉନର ରିଆଲିଟି ଚେକ - ଲକଡାଉନ ସ୍ଥିତି
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-6846302-thumbnail-3x2-kalahandi.jpg)
ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଛି କୋରୋନା । ହେଲେ ଏହି କୋଭିଡ ୧୯ ଭୁତାଣୁ ରୁ ଲୋକେ କେମିତି ସୁରକ୍ଷିତ ରହିବେ ଏନେଇ ସାରା ଦେଶରେ ଜାରୀ ହୋଇଛି ଲକଡାଉନ। ଏହି ଲକଡାଉନ ସମୟରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇ ଚଖଅଖ ଦୋକାନ ବଜାର ,ରେଷ୍ଟୁରାଣ୍ଟ ,ପାର୍କ, ସିନେମାହଲ ଭଳି ଜନଗହଳିପୂର୍ଣ୍ଣ ଅନୁଷ୍ଠାନ ସବୁ ବନ୍ଦ ରହିଥିବା ବେଳେ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନର ଆବଶ୍ୟକତା କୁ ଗୁରତ୍ୱ ଦେଇ ସରକାର ଙ୍କ ପକ୍ଷରୁ ଜରୁରୀ କାଳୀନ ସେବାଗୁଡିକୁ ଲକଡାଉନ ରୁ ବାଦ ଦିଆଯାଇଛି। ଦେଖନ୍ତୁ ଜୁନାଗଡର ଚିତ୍ର:
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ