ଭୁବନେଶ୍ବରରେ କେମିତି ରହିଛି ଲକଡାଉନ ସ୍ଥିତି... - ଭୁବନେଶ୍ବରରେ କେମିତି ରହିଛି କୋରୋନା ଲକଡାଉନ ସ୍ଥିତି
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8216141-thumbnail-3x2-bmc.jpg)
ଲକଡାଉନ କଟକଣାର ଆଜି 11ତମ ଦିବସ। ରାଜ୍ୟରେ ଦିନକୁ ଦିନ କୋରୋନା ସ୍ଥିତି ଅସମ୍ଭାଳ ହେଉଛି। ରାଜଧାନୀ ଭୁବନେଶ୍ବରରେ ମଧ୍ୟ ସ୍ଥିତି ବିଗିଡିବାରେ ଲାଗିଛି। ମଙ୍ଗଳବାର ଭୁବନେଶ୍ବରର ବିଭିନ୍ନ ସ୍ଥାନରୁ କୋରୋନା ମାମଲା ବୃଦ୍ଧି ପାଉଥିବାର ସୂଚନା ମିଳିଛି।