ଦୁଇ ଟ୍ରକରୁ ପେଟି ପେଟି ମଦ ଜବତ, ଆନୁମାନିକ ମୂଲ୍ୟ 10 ଲକ୍ଷରୁ ଊର୍ଦ୍ଧ୍ବ

By

Published : Jan 21, 2022, 2:02 PM IST

thumbnail
ଖୋର୍ଦ୍ଧା: ଦୁଇଟି ଟ୍ରକ ଭର୍ତ୍ତି ଦେଶୀ ମଦ ଜବତ । ଖୋର୍ଦ୍ଧା ଅବକାରୀ ବିଭାଗ ଦ୍ବାରା ମୋବାଇଲ ୟୁନିଟ ନାଚୁଣୀ ଛୋଟରାୟପୁର ଓ ବାଲୁଗାଁ ଅଞ୍ଚଳରେ ଚଢ଼ାଉ । ଦୁଇଟି ଟ୍ରକରେ ଭର୍ତ୍ତି ହୋଇଥିବା 800 ପେଟି ଆସ୍କା ଫୋର୍ଟି ମଦ ବୋତଲ ଜବତ ହୋଇଛି । ଜବତ ହୋଇଥିବା ଦେଶୀ ମଦର ଆନୁମାନିକ ମୂଲ୍ୟ 10 ଲକ୍ଷରୁ ଉର୍ଦ୍ଧ୍ବ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଖୋର୍ଦ୍ଧା ଅବକାରୀ ବିଭାଗ । ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.