thumbnail

ବିଜେଡିର ଡାଳପତ୍ର ଭାଙ୍ଗିଗଲାଣି, ଦଳ ଭାଙ୍ଗିବ: ବିରୋଧୀ ଦଳ ନେତା

By

Published : Mar 13, 2021, 7:40 PM IST

ଭୁବନେଶ୍ବର: ଇଟିଭି ଭାରତ ‘ଡିଜିଟାଲ ଡାଏଲଗ’ରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ରାଜ୍ୟ ସରକାର ଚାଷୀ ପ୍ରସଙ୍ଗରୁ ସହଜରେ ଖସି ପାରିବେ ନାହିଁ, ଲଢେଇ ଜାରି ରହିବ । ଏମିତି ଢଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା । ବିଜେଡି ପ୍ରାପ୍ତବୟସ୍କ ଦଳ । ଡାଳ ପତ୍ର ଭାଙ୍ଗିଲାଣି । ଦଳ ବି ଭାଙ୍ଗିବ...ସେପଟେ ଭୁବନେଶ୍ବର ସାଂସଦ ଅପରାଜିତାଙ୍କୁ ନେଇ ଦେଇଛନ୍ତି ବିସ୍ଫୋରକ ବୟାନ । ସାକ୍ଷାତକାର: ରୁଦ୍ର ନାରାୟଣ ଦାସ (ବ୍ୟୁରୋ ଚିଫ, ଇଟିଭି ଭାରତ)

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.