thumbnail

By

Published : Sep 1, 2020, 7:54 PM IST

ETV Bharat / Videos

ବନ୍ୟାଘେରରେ ଗାଁ: ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଚାଲିଗଲା ବୃଦ୍ଧାଙ୍କ ଜୀବନ

ଖୋର୍ଦ୍ଧା: ଦୁଃଖ କଷ୍ଟରେ ବନ୍ୟା ପ୍ରପୀଡିତ । ଆସିପାରିଲାନି ଆମ୍ବୁଲାନ୍ସ ଆଉ ବୃଦ୍ଧାଙ୍କର ଚାଲିଗଲା ଜୀବନ । ଆଜି(ମଙ୍ଗଳବାର) ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ବନ୍ୟା ଅଞ୍ଚଳ ଓରବରସିଂହ ପଞ୍ଚାୟତର ଡ଼ିହଖଳାରେ । ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ତାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ପ୍ରମିଳା ସୁନ୍ଦରାୟ । ଓରବରସିଂହ ପଞ୍ଚାୟତ ଦୀର୍ଘ 10-12 ଦିନ ହେବ ପାଣିଘେରରେ । ଫଳରେ ଆମ୍ବୁଲାନ୍ସ ଆସିପାରି ନଥିଲା । ଅନ୍ୟପକ୍ଷେ ଅଣ୍ଟାଏ ପାଣିରେ ମୃତଦେହକୁ ଚାରିକାନ୍ଧ ଦେଇଛନ୍ତି ଲୋକେ । ଏବେବି ବନ୍ୟା ଘେରରେ 15ଟି ଗାଁ ଲୋକେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.