thumbnail

By

Published : May 21, 2021, 10:21 AM IST

ETV Bharat / Videos

ଓଡ଼ିଶା ସାହିତ୍ୟ ଏକାଡେମୀର ନୂଆ ସଭାପତି ହୃଷୀକେଶ ମଲ୍ଲିକ, ଶୁଣନ୍ତୁ ପ୍ରତିକ୍ରିୟା...

ଭୁବନେଶ୍ବର: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନରେ ଥିବା 4ଟି ଏକାଡେମୀ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରାଯାଇଛି । ସାହିତ୍ୟ ଏକାଡେମୀର ସଭାପତି ଭାବେ ହୃଷୀକେଶ ମଲ୍ଲିକଙ୍କୁ ମନୋନୀତ କରାଯାଇଛି । ସେହପରି ଲଳିତ କଳା ଏକାଡେମିକ ଉପସଭାପତି ଭାବେ ଶ୍ରୀନିବାସ ପଢିହାରୀ, ସଚିବ ଭାବେ ପଞ୍ଚାନନ ସାମଲ ଓ ଉର୍ଦ୍ଦୁ ଏକାଡେମୀରର ସଚିବ ପଦବୀ ପାଇଁ ସୟଦ ମୁସିର୍ ଆଲମଙ୍କ ନାଁ ଘୋଷଣା କରାଯାଇଛି । ବର୍ତ୍ତମାନ ଆମ ସହିତ ହୃଷିକେଶ ମଲ୍ଲିକ ଉପସ୍ଥି ଅଛନ୍ତି । ଆସନ୍ତୁ ଶୁଣିବା ଏନେଇ ତାଙ୍କ ପ୍ରତିକ୍ରିୟା...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.