ବର୍ଦ୍ଧିତ ସ୍କୁଲ ଫି ହ୍ରାସ ପ୍ରସଙ୍ଗ: ୧୫ % ଛାଡ କରିବାକୁ ପ୍ରସ୍ତୁତ ଘରୋଇ ଶିକ୍ଷାନୁଷ୍ଠାନ - କଟକ ନ୍ୟୁଜ

🎬 Watch Now: Feature Video

thumbnail

By

Published : Jun 12, 2020, 12:33 PM IST

କଟକ: ବର୍ଦ୍ଧିତ ସ୍କୁଲ ଫି ଛାଡ ପ୍ରସଙ୍ଗ । ଗୁରୁବାର ଏହାର ଶୁଣାଣି ହାଇକୋର୍ଟରେ ହୋଇଛି । ୧୫ ପ୍ରତିଶତ ଫି ଛାଡ଼ କରିବା ନେଇ ଘରୋଇ ଶିକ୍ଷାନୁଷ୍ଠାନ ରାଜି ବୋଲି ଘରୋଇ ଶିକ୍ଷାନୁଷ୍ଠାନ ପକ୍ଷରୁ କୋର୍ଟରେ ଜଣାଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.