thumbnail

ଆଜି ବି ସମସ୍ତଙ୍କୁ ଟାଣୁଛି ଯାଜପୁରର ହୀରକ ତ୍ରିଭୁଜ

By

Published : Jul 2, 2019, 2:54 PM IST

ବୁଦ୍ଧଙ୍କ ଦେହାବଶେଷକୁ ନେଇ ଗଢା ହେଲା ଅନେକ ସ୍ତୁପ ଓ ଧର୍ମ ସମ୍ବନ୍ଧୀୟ ଶିକ୍ଷା ବିହାର। ଯାହାର ଭଗ୍ନାବଶେଷ ଏବେ ବି ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳେ । ଏହି ବୌଦ୍ଧ ପୀଠ ସବୁ କାହିଁ କେଉଁ କାଳୁ ଆକର୍ଷିତ କରି ଆସୁଛି ଦେଶ ବିଦେଶର ବୌଦ୍ଧ ଧର୍ମାବଲମ୍ବୀମାନଙ୍କୁ । ବିଶେଷ କରି ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଛି ଯାଜପୁରର ହୀରକ ତ୍ରିଭୂଜ ଭାବେ ପରିଚିତ ରତ୍ନଗିରି, ଉଦୟଗିରି ଓ ଲଳିତଗିରି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.