Odisha Assembly: 'ଦୁଷ୍ମନ୍ତ ମୃତ୍ୟୁ ପାଇଁ ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ'

By

Published : Sep 9, 2021, 6:17 PM IST

thumbnail
ବିଧାନସଭା ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗରେ କଂଗ୍ରେସ ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । ପୂର୍ବ ଅଧିବେଶନରେ ବାରମ୍ବାର ଏଭଳି ଆତ୍ମହତ୍ୟା ଉଦ୍ୟମ କରିଥିବା କଥା ଉଠାଯାଇଥିଲା । ଏହାକୁ ନେଇ ଓଡ଼ିଶା ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଗତକାଲି ମଧ୍ୟ କୁଜଙ୍ଗର ଯୁବକ ପୁନଃ ଆତ୍ମହତ୍ୟା ଉଦ୍ୟମ କରିଥିଲେ କିନ୍ତୁ ପୋଲିସ ବଞ୍ଚାଇ ପାରିଲାନି । ଏଥିପାଇଁ ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.