thumbnail

ଭଦ୍ରକରେ ବନ୍ୟା ସ୍ଥିତି: ଜଳବନ୍ଦୀ ଗ୍ରାମବାସୀ

By

Published : Aug 27, 2020, 4:30 PM IST

ଭଦ୍ରକ: ଭଦ୍ରକର ବିଭିନ୍ନ ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାର ତଳିଆ ଅଞ୍ଚଳରେ ପାଣି ମାଡି ଆସିଛି । ଫଳରେ ଜନଜୀବନ ବାଧା ପ୍ରାପ୍ତ ହୋଇଛି । ଏହାସହ ଲୋକେ ଏକ ପ୍ରକାର ଜଳବନ୍ଦୀ । ଅନ୍ୟପକ୍ଷରେ ପ୍ରଶାସନର କୌଣସି ନିଘା ନାହିଁ । ଏନେଇ ଇଟିଭି ଭାରତ ସମ୍ବାଦଦାତା ପହଞ୍ଚିଥିଲେ ଭଦ୍ରକ ଜିଲ୍ଲାର ରାଢ ଗାଁରେ । ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.