5ଟି ଜିଲ୍ଲାରେ ରହିଛି ସର୍ବାଧିକ ଡିଏମଏଫ ଫଣ୍ଡ - ସର୍ବାଧିକ ଡିଏମଏଫ ଫଣ୍ଡ

🎬 Watch Now: Feature Video

thumbnail

By

Published : Feb 25, 2021, 6:33 PM IST

ଭୁବନେଶ୍ବର: ରାଜ୍ୟର 5ଟି ଜିଲ୍ଲାରେ ରହିଛି ସର୍ବାଧିକ ଡିଏମଏଫ ଫଣ୍ଡ । କେନ୍ଦୁଝର, ଯାଜପୁର, ସୁନ୍ଦରଗଡ, ଅନୁଗୋଳ ଏବଂ ଝାରସୁଗୁଡାରେ ଡିଏମଏଫ ଫଣ୍ଡ ସର୍ବାଧିକ ରହିଛି ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । କେନ୍ଦୁଝରରେ 3697 କୋଟି ଟଙ୍କା ଆଦାୟ ହୋଇଥିବାବେଳେ ଖର୍ଚ୍ଚ ହୋଇଛି 1985 କୋଟି, ଯାଜପୁରରେ 1616 କୋଟି ଟଙ୍କା ଆଦାୟ ହୋଇଥିବାବେଳେ ଖର୍ଚ୍ଚ ହୋଇଛି 1096 କୋଟି । ସେହିପରି ସୁନ୍ଦରଗଡ 4572 କୋଟି ଆଦାୟ ହୋଇଥିବା ବେଳେ ଖର୍ଚ୍ଚ ହୋଇଛି 1128 କୋଟି, ଅନୁଗୋଳ 1641 କୋଟି ଆଦାୟ ହୋଇଥିବା ବେଳେ ଖର୍ଚ୍ଚ ହୋଇଛି 956 କୋଟି ଖର୍ଚ୍ଚ ହୋଇଛି । ଅନ୍ୟପଟେ ଝାରସୁଗୁଡାରେ 1470 କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ଖର୍ଚ୍ଚ ହୋଇଛି 823 କୋଟି ବୋଲି ମନ୍ତ୍ରୀ କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.