thumbnail

By

Published : Jun 14, 2021, 4:30 PM IST

ETV Bharat / Videos

ପହିଲି ରଜ: ଘରେ ରହି ପାଳୁଛନ୍ତି ରାଜଧାନୀବାସୀ

ଭୁବନେଶ୍ବର: ଲକଡାଉନ କଟକଣାରେ ମଧ୍ୟ ରାଜଧାନୀରେ ଜୋରସୋରରେ ଚାଲିଛି ଗଣପର୍ବ ରଜ ମଉଜ । ଘରେ ରହି ସମସ୍ତେ ଦୋଳି ଖେଳିବା ସହିତ ପୋଡ ପିଠା, ରଜପାନ ଖାଇ ରଜ ସେଲିବ୍ରେସନ କରୁଛନ୍ତି । ପାତ୍ରପଡାରେ ଏକ ପରିବାର ନିଜ ଘରେ ମଧ୍ୟରେ ରହି ରଜ ପର୍ବକୁ ପାଳନ କରିଛନ୍ତି । ଘରର ସଦସ୍ୟ ଓ ପଡୋଶୀଙ୍କ ସହିତ ପହିଲି ରଜକୁ ପାଳନ କରିଛନ୍ତି । ଦେଖନ୍ତୁ ଭିଡିଓ... ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.