thumbnail

By

Published : Jun 13, 2020, 6:01 PM IST

ETV Bharat / Videos

ମୌସୁମୀର ପ୍ରଥମ ବର୍ଷା, ଚାଷକାମ ପାଇଁ ସଜବାଜ ହେଉଛି ଚାଷୀ

ବରଗଡ: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ସମସ୍ତେ ବର୍ଷାକୁ ଅପେକ୍ଷା କରିରହିଥିବା ବେଳେ ବରଗଡ ଜିଲ୍ଲାରେ ପହଞ୍ଚିଯାଇଛି ମୌସୁମୀ । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଭଲ ବର୍ଷା ହେବ ବୋଲି ଚାଷୀଙ୍କ ମନରେ ରହିଛି ଆଶା ଓ ବିଶ୍ଵାସ । ତେବେ ଠିକ ସମୟରେ ମୌସୁମୀ ମଧ୍ୟ ଆସି ବର୍ଷାର ପ୍ରଥମ ଝଲକ ଦେଖାଇ ଦେଇଥିବାବେଳେ ଜିଲ୍ଲାର ଚାଷୀଙ୍କ ମନରେ ଭରିଦେଇଛି ଖୁସିର ଲହରୀ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.