ଲୋକେ ସମର୍ଥନ ଦେବେ ବୋଲି ନିର୍ବାଚନ ଲଢିଛି; ସ୍ବାଧୀନ ପ୍ରାର୍ଥୀ ବେଣୁଧର - ବାଲେଶ୍ବର ଉପନିର୍ବାଚନ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9494585-thumbnail-3x2-benu.jpg)
ବାଲେଶ୍ବର: ବାଲେଶ୍ବର ସଦର ଉପନିର୍ବାଚନ ଲାଗି ଆରମ୍ଭ ହୋଇଯାଇଛି ଭୋଟ ଗଣତି । 1631ଟି ପୋଷ୍ଟାଲ ବାଲାଟରେ ଚାଲିଛି ଗଣତି ପରେ ଇଏଭିଏମ ଗଣତି ହେବ । ସେପଟେ ଫଳାଫଳକୁ ନେଇ ସ୍ବାଧୀନ ପ୍ରାର୍ଥୀ ବେଣୁଧର ମଉସା କହିଲେ ଲୋକ ସମର୍ଥନ ଦେବେ ବୋଲି ଛିଡା ହୋଇଥିଲି ନିର୍ବାଚନ ।