ବ୍ରହ୍ମପୁରରେ ଚାଲିଛି ଡୋର ଟୁ ଡୋର ହେଲଥ୍ ସ୍କ୍ରିନିଂ
🎬 Watch Now: Feature Video
ବ୍ରହ୍ମପୁର: କୋରୋନାର ଦ୍ୱିତୀୟ ଲହରକୁ ବ୍ରହ୍ମପୁର ମହାନଗର ନିଗମର ସମସ୍ତ ସାହିରେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ଆରମ୍ଭ କରି ଅଙ୍ଗନବାଡ଼ି କର୍ମୀ, ଆଶା ଓ ସ୍ଥାନୀୟ ଯୁବ ପ୍ରତିନିଧିଙ୍କ ଉପସ୍ଥିତିରେ ପ୍ରତ୍ୟେକ ଘରର ସଦସ୍ୟ ମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି । ସ୍ଥାନୀୟ ବାସିନ୍ଦାଙ୍କ ଲକ୍ଷଣ, ଶରୀରର ତାପମାତ୍ରା ଆଦି ବିଷୟକୁ ଧ୍ୟାନ ଦିଆଯାଉଛି । ସ୍ବାସ୍ଥ୍ୟକର୍ମୀଙ୍କ ଟିମ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ ।