ପ୍ରକୃତି ଉପାସନାର ସ୍ଥଳ ପ୍ରଧାନପାଟ ଜଳପ୍ରପାତ - ପ୍ରକୃତି ଉପାସନାର ସ୍ଥଳ

🎬 Watch Now: Feature Video

thumbnail

By

Published : Dec 17, 2019, 1:40 PM IST

ଦେବଗଡ଼ ସହର ଠାରୁ ଉତ୍ତର ପଶ୍ଚିମ ଦିଗରେ ପ୍ରାୟ ଏକ କିଲୋମିଟର ଦୂରରେ ପ୍ରଧାନପାଟ ପର୍ଯ୍ୟଟନସ୍ଥଳୀ ଅବସ୍ଥିତ। ପର୍ଯ୍ୟଟକଙ୍କ ଆଗମନକୁ ସ୍ବାଗତ କରିବାକୁ ପ୍ରକୃତିରାଣୀ ଏଠାରେ ନବବଧୂ ପରି ସଜାଇ ହୋଇଛି। ସୁଉଚ୍ଚ ଶିଖରରୁ ଖସି ପଡୁଥିବା ଝରଣାର ଜଳ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.