ଅନୁଗୋଳରେ ଅସମ୍ଭାଳ ଶୀତ, ଭାଙ୍ଗିଲା ରେକର୍ଡ - heavy cold wave in angul
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-5568934-983-5568934-1577951433695.jpg)
ଅନୁଗୋଳ: ଅସମ୍ଭାଳ ଶୀତରେ ଥରୁଛି ସାରା ଓଡ଼ିଶା । ଜାଡରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଦିନକୁ ଦିନ ପାରଦ ଖସିବାରେ ଲାଗିଛି । ଗତ ଦୁ୍ଇ ଦିନ ମଧ୍ୟରେ ଅନୁଗୋଳ ଜିଲ୍ଲାରେ ହଠାତ ତାପମାତ୍ରା 8 ଡିଗ୍ରୀରୁ 4.6କୁ ଖସି ଆସିଛି । ଫଳରେ କାଠୁଆ ଶୀତ ଜିଲ୍ଲାବାସୀଙ୍କୁ କଲବଲ କରୁଛି । କେବଳ ମଣିଷ ନୁହେଁ, ପଶୁପକ୍ଷୀ ମଧ୍ୟ ବେଶ ପ୍ରଭାବିତ ହୋଇଛନ୍ତି ।