କଟକରେ ଲକଡାଉନ କଟକଣା କୋହଳ ପାଇଁ ପ୍ରଶାସନର ନିଷ୍ପତି - ଲକଡାଉନ କଟକଣା
🎬 Watch Now: Feature Video
କଟକରେ ଲକଡାଉନ କୋହଳ କରିବାକୁ ଚିନ୍ତା କରୁଛି ପ୍ରଶାସନ। ଏନେଇ କଟକ ଡିସିପି ଇଙ୍ଗିତ ମଧ୍ୟ କରିଛନ୍ତି। ରାସ୍ତାରେ ବସିଥିବା ବ୍ୟବସାୟୀ ମାନଙ୍କୁ ରାସ୍ତାରୁ ହଟାଇବା ପାଇଁ ଚିନ୍ତା କରାଯାଉଛି। ମୁଖ୍ୟ ରାସ୍ତାରେ ବସିଥିବା ବ୍ୟବସାୟୀଙ୍କୁ ସାହିର ପଡିଆ କିମ୍ବା ଖୋଲା ସ୍ଥାନରେ ବ୍ୟବସାୟ ପାଇଁ ଅନୁମତି ପ୍ରଦାନ କରାଯିବ। ତେବେ ମୁଖ୍ୟ ରାସ୍ତାରେ ବ୍ୟବସାୟ କରୁଥିବା ବ୍ୟବସାୟୀ ମାନଙ୍କ ବ୍ୟବସାୟ ଭଲ ହେଉନଥିବା ବ୍ୟବସାୟୀ ମାନେ କହିଛନ୍ତି।