କୋରୋନା ସ୍ଥିତି ନେଇ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ପ୍ରେସମିଟ
🎬 Watch Now: Feature Video
ଭୁବନେଶ୍ବର: କୋରୋନା ସ୍ଥିତି ନେଇ ରାଜ୍ୟ ସରକାରଙ୍କ ସୂଚନା। ବ୍ଲାକ ଫଙ୍ଗସର ଚିକିତ୍ସା ନେଇ ଔଷଧ ମହଜୁଦ ରହିଛ । ରାଜ୍ୟରେ 140 ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି କୋଭିଡ ମୃତ୍ୟୁକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟ ସରକାର କୋଭିଡ ମୃତ୍ୟୁକୁ ନେଇ ଯାଞ୍ଚ କରାଯାଉଛି ବୋଲି କହିଛନ୍ତି । ରାଜ୍ୟରେ କୋରୋନା ସ୍ଥିତି ନେଇ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସାମ୍ବାଦିକ ସମ୍ମୀଳନୀରେ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ