କଲମ ମୁନରୁ କବି ଦେଉଛନ୍ତି କୋରୋନା ସଚେତନତାର ବାର୍ତ୍ତା - Corona awareness message by poet
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-6720330-218-6720330-1586408558872.jpg)
ଭବାନୀପାଟଣା: କଲମ ମୁନରୁ କବି ଦେଉଛନ୍ତି କୋରୋନା ସଚେତନତାର ବାର୍ତ୍ତା। ସାମାଜିକ ଦୂରତ୍ବ ଓ ସଚେତନତା ହିଁ ଆତ୍ମସୁରକ୍ଷାର ଏକମାତ୍ର ବାଟ ବୋଲି କହି କବି ତାଙ୍କ କବିତାରେ ଜନସାଧାରଣଙ୍କୁ କରିଛନ୍ତି ସଚେତନ । ମହାମାରୀ କୋରୋନା ପାଇଁ ଦେଶ ଲକ୍ଡାଉନ୍ ହେବା ସହ ସାମାଜିକ ଦୂରତାକୁ ସରକାର ପ୍ରାଧାନ୍ୟ ଦେଉଥିବାବେଳେ କଳାହାଣ୍ଡିର କବି ମଧ୍ୟ ନିଜ କବିତା ମାଧ୍ୟମରେ ଲୋକଙ୍କୁ ସଚେତନା କରାଉଛନ୍ତି । ଦେଖନ୍ତୁ ଭିଡିଓ...
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ