ହକିରେ ଭାରତକୁ କାଂସ୍ୟ ପଦକ: ପ୍ରାୟୋଜକ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ସୁର - ଟୋକିଓ ଅଲମ୍ପିକ୍ସ ୨୦୨୧

🎬 Watch Now: Feature Video

thumbnail

By

Published : Aug 5, 2021, 3:40 PM IST

Updated : Aug 5, 2021, 7:06 PM IST

ଭୁବନେଶ୍ବର: ୪୧ ବର୍ଷ ପରେ ଭାରତ ଅଲମ୍ପିକରେ ହକିରେ ଜର୍ମାନୀକୁ ହରାଇ ଜିତିଲା ବ୍ରୋଞ୍ଜ । ଏହି ଐତିହାସିକ ଅବସରରେ ସାରା ଦେଶରେ ଉତ୍ସବ ପାଳନ ଆରମ୍ଭ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଏପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ମିଠା ବାଣ୍ଟି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସମସ୍ତ ଖେଳାଳି ଚମତ୍କାର ପ୍ରଦର୍ଶନ କରିଛନ୍ତି । ଓଡିଶାର ନାଁ ବିଶ୍ବରେ ପରିଚିତ ହୋଇଛି । ସ୍ପନ୍ସର କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ସୁର । ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ
Last Updated : Aug 5, 2021, 7:06 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.