ଜାଗର ପାଇଁ ଲିଙ୍ଗରାଜ ମନ୍ଦିରର ସବିଶେଷ କାର୍ଯ୍ୟସୂଚୀ - Lingaraja temple worship time

🎬 Watch Now: Feature Video

thumbnail

By

Published : Feb 21, 2020, 8:30 PM IST

ଭୁବନେଶ୍ବର: ପବିତ୍ର ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଲିଙ୍ଗରାଜ ପୀଠ । ସମୟ ଗଡିବା ସହ ମନ୍ଦିର ପରିସରରେ ବଢୁଛି ଭକ୍ତଙ୍କ ଭିଡ । ଜାଗର ଦୀପ ଜାଳି ଭକ୍ତ ଦେବ ଦେବ ମହାଦେବଙ୍କ ନିକଟରେ ନିଜ ମନସ୍କାମନା ଜଣାଉଛନ୍ତି ଭକ୍ତ । ତେବେ କଣ ରହିଛି ମନ୍ଦିରର ପୂଜାବିଧି ସମୟ ସେ ନେଇ ଆମ ସମ୍ବାଦଦାତା ମନ୍ଦିର ପରିସରରୁ ସବିଶେଷ କାର୍ଯ୍ୟସୂଚୀ ଦେଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.