ଉପନିର୍ବାଚନ ଫଳାଫଳ ପ୍ରକାଶ ପରେ ଜନମତକୁ ସ୍ବୀକାର କରୁଛୁ କହିଲେ ସମୀର ମହାନ୍ତି - balesore
🎬 Watch Now: Feature Video

ଭୁବନେଶ୍ବର: ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ବିଜେପିକୁ ପରାଜୟ ବରଣ କରିବାକୁ ପଡ଼ିଛି। ଏହାକୁ ନେଇ ରାଜ୍ୟ ମୁଖ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ରୋନା ମହାମାରୀ ସମୟରେ ଭୋଟ ଦେବାକୁ ଆସିଥିବାରୁ ଭୋଟରଙ୍କୁ ଧନ୍ୟବାଦ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି।