Odisha Assmbly Update: ଦିବ୍ୟଶଙ୍କର ମିଶ୍ରଙ୍କ ଉପରେ ବର୍ଷିଲେ ମୋହନ

By

Published : Dec 2, 2021, 9:28 PM IST

thumbnail
ଭୁବନେଶ୍ବର: ଶୀତ ଅଧିବେଶନର ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉପସ୍ଥାପନ କରିଥିଲେ । ଏହାକୁ ଦୃଢ଼ ନିନ୍ଦା କରିଛି ବିଜେପି । ଏହାକୁ ନେଇ ମୁ୍ଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣଛି ବିଜେପି । ଦିବ୍ୟଶଙ୍କର ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ଘଣ୍ଟ ଘଡ଼ାଉଥିବା ଅଭିଯୋଗ ହୋଇଛି । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର ନକରିବା ଏହା ସ୍ପଷ୍ଟ ପ୍ରମାଣିତ କରୁଛି । ଯେଉଁ ପର୍ଯ୍ୟନ୍ତ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ବହିଷ୍କାର କରିନାହାନ୍ତି ସେପର୍ଯ୍ୟନ୍ତ ବିଜେପି ଚୁପ ବସିବ ନାହିଁ ବୋଲି କହିଛନ୍ତି ବୋରୋଧୀ ଦଳ ମୁଖ୍ୟ ସଚେତକ । 1999 ଦୁଷ୍କର୍ମ ଘଟଣାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକ ଯେଉଁଭଳି ଅବସ୍ଥା ଭୋଗିଥିଲେ ସେଭଳି ଅବସ୍ଥା ରାଜ୍ୟ ସରକାର ମଧ୍ୟ ଭୋଗିବେ ବୋଲି ମୋହନ କହିଛନ୍ତି। ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.