thumbnail

'ବୈଜୟନ୍ତ ପଦ୍ମ ଧରିବା ପରେ, ରକ୍ତ ଚାଉଳ ଚୋବାଉଛି ବିଜେଡି'

By

Published : Apr 26, 2019, 2:00 PM IST

Updated : Apr 26, 2019, 3:13 PM IST

ଭୁବନେଶ୍ବର: ବିଜେଡି ନିଶାନାରେ କେନ୍ଦ୍ରାପଡା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। କେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତ ଆଉ କେତେବେଳେ ଦଳୀୟ ନେତା ଓ ମୁଖପାତ୍ର, କିଛି ନା କିଛି ପ୍ରସଙ୍ଗ ଉଠାଇ ବୈଜୟନ୍ତଙ୍କୁ ଟାର୍ଗେଟ କରୁଛି ଦଳ। କେବଳ ବୈଜୟନ୍ତ ନୁହଁନ୍ତି ବରଂ ତାଙ୍କ ସଂସ୍ଥାକୁ ବି ଟାର୍ଗେଟ କରିଛି ଦଳ । 2014 ନିର୍ବାଚନରେ ସେ ମିଥ୍ୟା ସତ୍ୟପାଠ ଦାଖଲ କରିଥିଲେ ବୋଲି ବିଜେଡି ଏକ ସାମ୍ବାଦିକ ସମ୍ମିଳନୀରେ କହିଛି । ଆବଶ୍ୟକୀୟ ଦସ୍ତାବିଜ ସହ ଦଳ ପ୍ରମାଣ କରିବା ପାଇଁ ଚେଷ୍ଟା କରିଛି କି, ସେ କିପରି ପ୍ରତ୍ୟେକ୍ଷ ଭାବେ ଇମ୍ଫା ସହ ଜଡିତ।
Last Updated : Apr 26, 2019, 3:13 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.