ବିଜେପୁର ଉପନିର୍ବାଚନ: ଭୋଟ ଦେଇ ଭୋଟର ଖୁସ୍‌

By

Published : Oct 21, 2019, 4:44 PM IST

thumbnail
ବିଜେପୁର ଉପନିର୍ବାଚନ ପାଇଁ ଚାଲିଛି ମତଦାନ । 285ଟି ବୁଥ୍‌ରେ ସକାଳ ସାତଟାରୁ ମତଦାନ ଚାଲିଥିବାବେଳେ ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ଏହି ମତଦାନ ହେବ ବୋଲି ଜଣାପଡିଛି । ସେପଟେ ସମସ୍ତ ବୁଥରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ହେଉଛି । ତେବେ ଟି ଗଡପାଲୀରେ କିପରି ଚାଲିଛି ଭୋଟ ଗ୍ରହଣ ସେନେଇ ଅଧିକ ସୂଚନା ଦେଉଛନ୍ତି ଆମ ବରଗଡ ସମ୍ବାଦଦାତା ରାଜେଶ ସରାପ୍‌ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.