thumbnail

By

Published : May 27, 2020, 2:08 PM IST

Updated : May 27, 2020, 2:38 PM IST

ETV Bharat / Videos

କଳାକାର କଳାର ବଇରି ସାଜିଛି କୋରୋନା

ବାଲେଶ୍ବର: କୋରୋନା ଯୋଗୁଁ ଦେଶରେ ଲକଡାଉନ ଜାରି ରହିଛି। ଲକଡାଉନ ଯୋଗୁଁ ଅନେକ ଲୋକଙ୍କ ବୃତ୍ତିଗତ ଜୀବନ ବେଶ ପ୍ରଭାବିତ ହୋଇଛି। ସେମିତି କିଛି କଳାକାର, ଯେଉଁମାନେ ନାଚ, ଗୀତ ଶିଖାଇ ପେଟ ପୋଷନ୍ତି ସେମାନେ ଆଜି ଦୟନୀୟ ଅବସ୍ଥାରେ ରହିଛନ୍ତି। ବାଲେଶ୍ବରରେ ଥିବା କିଛି ସେମିତି କଳାକାରଙ୍କୁ ଆମେ ଭେଟି ସାଉଁଟିଥିଲୁ ସେମାନଙ୍କ ପ୍ରତିକ୍ରିୟା। ଏମିତି କଳାକାରଙ୍କ ପେଟ ପୋଡି ଯାଉଥିବା ବେଳେ ନା ସେମାନେ କାହା ଆଗରେ ହାତ ପତାଇ ପାରୁଛନ୍ତି ନା ସରକାରଙ୍କ ଆଗରେ ନିଜ ଦାବି ଉପସ୍ଥାପନ କରି ପାରୁଛନ୍ତି। ଅନ୍ୟପଟେ ନୃତ୍ୟ ଅନୁଷ୍ଠାନ ଗୁଡିକ ଖୋଲିବା ପାଇଁ ଦାବି ହୋଇଛି। ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ
Last Updated : May 27, 2020, 2:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.