ଆଦିବାସୀ ମେଳା-2020: ପ୍ରଦର୍ଶିତ ହେଉଛି ଆଦିବାସୀଙ୍କ ନିଆରା କଳା - ଆଦିବାସୀ ମେଳା-2020
🎬 Watch Now: Feature Video
ଭୁବନେଶ୍ବର: ଆରମ୍ଭ ହୋଇଛି ଚଳିତ ବର୍ଷର ଆଦିବାସୀ ମେଳା । ଜାନୁଆରୀ 26ରୁ ଆରମ୍ଭ ହୋଇଥିବା ଏହି ମେଳାରେ ଆଦିବାସୀଙ୍କ ପରମ୍ପରା ସହ ଲୋକକଳା, ନିଆରା ଖାଦ୍ୟପେୟ ଓ ଆଦିବାସୀ ଜିନିଷର ସମ୍ଭାର ଦେଖିବାକୁ ମିଳୁଛି । ଦେଶୀ ଜିନିଷ ପ୍ରତି ରାଜଧାନୀବାସୀ ବେଶ୍ ଆକୃଷ୍ଟ ହେଉଛନ୍ତି । ବର୍ତ୍ତମାନ ଆମେ ଆପଣଙ୍କୁ ଦେଖାଇବୁ କେମିତି ପ୍ରସ୍ତୁତ ହୁଏ ଆଦିବାସୀ ବସ୍ତ୍ର, ଅଳଙ୍କାର ଓ ବିଭିନ୍ନ ଘରୋଇ ଉପକରଣ । ସେ ପଥର କଳା ହେଉ କିମ୍ବା ଚିତ୍ରକଳା ସବୁଥିରେ ଆଦିବାସୀ ଛିଟାକୁ ଆପଣ ବେଶ୍ ଉପଭୋଗ କରିପାରିବେ ଅନନ୍ୟ ଆଦିବାସୀ ମେଳାରେ । ଦେଖନ୍ତୁ ଏ ସ୍ବତନ୍ତ୍ର ଭିଡିଓ...
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ