ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ନୂଆ ମୋଡ: ସାମ୍ନାକୁ ଆସିଲା ‘ସାଇକୋ ଲେଡି’ ର ସିକ୍ରେଟ - Aditya Das
🎬 Watch Now: Feature Video
ଭୁବନେଶ୍ବର: ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ନୂଆ ମୋଡ଼ । ସାମ୍ନାକୁ ଆସିଲା ସାଇକୋ ଲେଡିର ସିକ୍ରେଟ । ଏନେଇ ଇଟିଭି ଭାରତ ଆଗରେ ଖୁଲାସା କରିଛନ୍ତି ଆଦିତ୍ୟଙ୍କ ବାପା ନନ୍ଦିକିଶୋର ଦାସ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ