thumbnail

ନବନିର୍ମାଣ କୃଷକ ସଂଗଠନର ଭୋଟ ବର୍ଜନ ଆହ୍ବାନ

By

Published : Apr 10, 2019, 6:02 PM IST

ଆସନ୍ତାକାଲିଠାରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହେବ । ତେବେ ଏଥର ଭୋଟ ବର୍ଜନ କରିବାକୁ ଚାଷୀ ସଂଗଠନ ଆହ୍ବାନ ଦେଇଛି। ଦିର୍ଘ ଦିନଧରି ନିଜ ହକ ଓ ଦାବିକୁ ଅଣଦେଖା କରିଥିବା ରାଜ୍ୟ ସରକାରଙ୍କୁ ଉଚିତ ଜବାବ ଦେବା ପାଇଁ ଭୋଟ ବର୍ଜନ ଆହ୍ବନ ଦେଇଛି ଓଡିଶା ନବନିର୍ମାଣ ଶ୍ରମିକ ସଂଙ୍ଗଠନ।

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.