ETV Bharat / lifestyle

ନବରାତ୍ରିର ସପ୍ତମ ଦିନରେ ପିନ୍ଧନ୍ତୁ ନୀଳ ରଙ୍ଗର ପୋଷାକ, ବର୍ଷିବ ମା' କାଳରାତ୍ରିଙ୍କ କୃପା - Navaratri 2024

ଆଜି ଶାରଦୀୟ ନବରାତ୍ରିର ସପ୍ତମ ଦିନ । ଆଜିର ଖାସ୍ ରଙ୍ଗ ହେଲା ନୀଳ । ତେଣୁ ଆପଣ ସେଲିବ୍ରିଟିଙ୍କ ଏହି ଲୁକ୍ସ ଫଲୋ କରି ଲାଭ କରନ୍ତୁ ମା' କାଳରାତ୍ରିଙ୍କ କୃପା ।

author img

By ETV Bharat Odisha Team

Published : 3 hours ago

ନବରାତ୍ରିର ସପ୍ତମ ଦିନରେ ପିନ୍ଧନ୍ତୁ ନୀଳ ରଙ୍ଗର ପୋଷାକ, ବର୍ଷିବ ମା' କାଳରାତ୍ରିଙ୍କ କୃପା
ନବରାତ୍ରିର ସପ୍ତମ ଦିନରେ ପିନ୍ଧନ୍ତୁ ନୀଳ ରଙ୍ଗର ପୋଷାକ, ବର୍ଷିବ ମା' କାଳରାତ୍ରିଙ୍କ କୃପା (Instagram)

Navaratri Special: ଶାରଦୀୟ ନବରାତ୍ରିର ଆଜି ସପ୍ତମ ଦିନ । ଦେବୀ ଦୁର୍ଗାଙ୍କ ସପ୍ତମ ସ୍ବରୂପ ମା' କାଳରାତ୍ରିଙ୍କ କରାଯାଏ ଆରାଧନା । ମା' କାଳରାତ୍ରି ବା ମହାକାଳୀଙ୍କ ଏହି ରୂପ ବିଳମ୍ବିତ ରାତି ଭଳି କଳା ଓ ମଧ୍ୟରାତ୍ରି ଭଳି ନୀଳ ରଙ୍ଗ ଦ୍ବାରା ବର୍ଣ୍ଣିତ । ତେଣୁ ଏହି ଦିନ ନୀଳ ରଙ୍ଗର ବିଶେଷ ମହତ୍ତ୍ବ ରହିଥାଏ । ଆଜି ନୀଳ ରଙ୍ଗର ପୋଷାକ ପିନ୍ଧିବାକୁ ଶୁଭ ମନେ କରାଯାଏ । ଏଥିପାଇଁ ଆଜି ଆମେ ଆପଣଙ୍କୁ କିଛି ସେଲିବ୍ରିଟିଙ୍କ ଦ୍ବାରା ପିନ୍ଧାଯାଇଥିବା ନୀଳ ରଙ୍ଗର ଆଉଟଫିଟ୍ ବିଷୟରେ ଜଣାଇବୁ । ପାରମ୍ପରିକ ସହ ଷ୍ଟାଇଲିସ୍ ଲୁକ୍ ଚାହୁଁଥିଲେ ଆପଣ ବି ଏହାକୁ ଫଲୋ କରିପାରିବେ ।

ସୋହା ଅଲୀ ଖାନଙ୍କ ମେଖଲା ଚାଦର ଗାଉନ ଲୁକ୍

ଯଦି ଆପଣ ଏହି ନବରାତ୍ରିରେ ନୂଆ ଲୁକ୍ ତଲାସରେ ଅଛି ତାହେଲେ ଅଭିନେତ୍ରୀ ସୋହା ଅଲୀ ଖାନ ଭଳି ମେଖଲା ଚାଦର ଗାଉନ ପିନ୍ଧିପାରିବେ । ଫ୍ୟାସନ ଡିଜାଇନର ସଂଯୁକ୍ତା ଦତ୍ତା ଦ୍ବାରା ଏହି ଡ୍ରେସ ଡିଜାଇନ କରାଯାଇଛି । ନବରାତ୍ରିରେ ପିନ୍ଧିବା ପାଇଁ ଏହା ଏକ ଭଲ ବିକଳ୍ପ ।

ନବରାତ୍ରିର ସପ୍ତମ ଦିନରେ ପିନ୍ଧନ୍ତୁ ନୀଳ ରଙ୍ଗର ପୋଷାକ
ନବରାତ୍ରିର ସପ୍ତମ ଦିନରେ ପିନ୍ଧନ୍ତୁ ନୀଳ ରଙ୍ଗର ପୋଷାକ (Instagram)

କାଜଲଙ୍କ ବନାରସୀ ସିଲ୍କ ଶାଢୀ

ଶାଢୀରେ ମହିଳାମାନେ ଅତି ଆକର୍ଷଣୀୟ ଦେଖାଯାଆନ୍ତି । ଆଜି ନବରାତ୍ରର ସପ୍ତମ ଦିନରେ ଅଭିନେତ୍ରୀ କାଜଲଙ୍କ ଭଳି ରୟାଲ ବ୍ଲୁ ହ୍ୟାଣ୍ଡଲୁମ ବନାରସୀ ଶାଢୀ ସହ ସ୍ଲିବଲେସ୍ (ହାତ କଟା) ବ୍ଲାଉଜ ପିନ୍ଧିପାରିବେ ।

ଅଦିତି ରାଓ ହୈଦରୀଙ୍କ ବ୍ଲୁ ସାରାରା ଲୁକ୍

ଅଭିନେତ୍ରୀ ଅଦିତି ରାଓ ହୈଦରୀଙ୍କ ଭଳି ନବରାତ୍ରିରେ ନୀଳ ରଙ୍ଗର ସାରାରା ପିନ୍ଧିପାରିବେ । ଏହା ଆପଣଙ୍କୁ ରୟାଲ ଲୁକ୍ ଦେବ ।

ମାଧୁରୀଙ୍କ ଡ୍ରପିଂ ଶାଢୀ ଲୁକ

ଯଦି ଆପଣ ନବରାତ୍ରିରେ ଆରାମଦାୟକ ହାଲୁକା ପୋଷକ ପିନ୍ଧିବାକୁ ଚିନ୍ତା କରୁଛନ୍ତି, ତାହେଲେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ଏହି ଡ୍ରପିଂ ଶାଢୀ ଲୁକ୍ ଆପଣଙ୍କ ପାଇଁ ଭଲ ବିକଳ୍ପ ହୋଇପାରିବ । ଏମିତି ଶାଢୀ ପିନ୍ଧି ଦୀର୍ଘ ସମୟ ଯାଏ ଆରାମରେ ନବରାତ୍ରି ବୁଲାବୁଲି କରିପାରିବେ ।

ଜାହ୍ନବୀ କପୁରଙ୍କ ସୂତା ସିଲ୍କ ରୟାଲ ବ୍ଲୁ ଶାଢୀ

ଯଦି ଆପଣ ନବରାତ୍ରିରେ ପୁରା ଟ୍ରାଡିସନାଲ ଲୁକ୍ ଚାହାଁନ୍ତି, ତାହେଲେ ଅଭିନେତ୍ରୀ ଜାହ୍ନବୀଙ୍କ ଏହି ଶାଢୀ ଉପରେ ନଜର ପକାନ୍ତୁ । ଜାହ୍ନବୀଙ୍କ ସୂତା ସିଲ୍କ ରୟାଲ ବ୍ଲୁ ଶାଢୀ ସହ ବଡ ବଡ ଝୁମକା ଓ ଗଜରା ଆପଣଙ୍କ ପାଇଁ ଏକ ପରଫେକ୍ଟ ନବରାତ୍ରୀ ଲୁକ୍ ହୋଇପାରିବ ।

ଏହା ମଧ୍ୟ ପଢନ୍ତୁ: ମହାଷ୍ଟମୀ କେବେ ? 10 ନା 11 ଅକ୍ଟୋବର, ଜାଣନ୍ତୁ କନ୍ୟାପୂଜାର ଶୁଭ ମୁହୂର୍ତ୍ତ - Navratri 2024

ଏହା ମଧ୍ୟ ପଢନ୍ତୁ: ଅଧିକ ସମୟ ବସି ରହୁଥିଲେ ସାବଧାନ ! ହୃଦରୋଗଠୁ କ୍ୟାନ୍ସର ଯାଏ ହୋଇପାରେ ମାରାତ୍ମକ ରୋଗ - Sitting risks

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.