ଗୃହରକ୍ଷୀ ଦିବସ: 4 ହୋମଗାର୍ଡ ପୁରସ୍କୃତ - 4 home guard felicitated
🎬 Watch Now: Feature Video

ଜଗତସିଂହପୁର: ଜଗତସିଂହପୁର ବାରଙ୍ଗ ସ୍ଥିତ ପୋଲିସ ଲାଇନ ପଡିଆରେ ଗୃହରକ୍ଷୀ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜଗତସିଂହପୁର ଏସପି ପ୍ରକାଶ ରଙ୍ଗରାଜ ସହିଦ ହୋମଗାର୍ଡଙ୍କ ତୈଳ ଚିତ୍ରରେ ଫୁଲମାଳା ଦେବା ସହିତ ହୋମଗାର୍ଡଙ୍କ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଉଲ୍ଲେଖନୀୟ କାର୍ଯ୍ୟ ପାଇଁ 4 ଜଣ ହୋମଗାର୍ଡଙ୍କୁ ପୁରସ୍କୃତ କରିଥିଲେ ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ