ପୁଣି ସମ୍ବଲପୁରରେ 2 ପିଜିଟିଭ ଚିହ୍ନଟ - sambalpur latest news
🎬 Watch Now: Feature Video

ସମ୍ବଲପୁର: ମହାନଗର ନିଗମ କ୍ଷେତ୍ରକୁ ଛୁଇଁଲା କୋରୋନା। ଗତ 17 ତାରିଖରେ ପ୍ରଥମ କୋରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ମଙ୍ଗଳବାର ଆଉ 2ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ 11 ତାରିଖରେ ସେମାନେ ପଶ୍ଚିମବଙ୍ଗରୁ ଫେରିଥିଲେ ଓ କୋରେନଣ୍ଟାଇନ ସେଣ୍ଟରରେ ଥିଲେ। 2 ଜଣ ଯାକ ଗୋଟିଏ ପରିବାରର । ଜଣକଙ୍କ ବୟସ 47 ବର୍ଷ ହୋଇଥିବାବେଳେ ଅନ୍ୟ ଜଣକଙ୍କ 55 ବର୍ଷ । ଉଭୟଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି ଓ ସେମାନଙ୍କ କନଟାକ୍ଟ ଟ୍ରେସିଂ ଜାରି ରହିଛି ।
ସମ୍ବଲପୁରରୁ ବାଦଶାହ ଜୁସମନ ରଣା, ଇଟିଭି ଭାରତ
Last Updated : May 19, 2020, 1:53 PM IST