ଗଣଦୁଷ୍କର୍ମର ସତ ଓଗାଳିବ ବାରଙ୍ଗ କିଙ୍ଗ, CBI ହେପାଜତରେ ବିବନ ବିଶ୍ବାଳ - CBI ହେପାଜତରେ ବିବନ ବିଶ୍ବାଳ
🎬 Watch Now: Feature Video
ଭୁବନେଶ୍ବର: ସତ ଓଗାଳିବ ସିବିଆଇ । ୧୯୯୯ ମସିହାର ଗଣଦୁଷ୍କର୍ମର ସତ କହିବ ବାରଙ୍ଗ କିଙ୍ଗ ଓରଫ ବିବନ ବିଶ୍ବାଳ । ଓଡ଼ିଶାରୁ ମହାରାଷ୍ଟ୍ର ଯିବା ପଛରେ କାହାର ସହଯୋଗ ଥିଲା, ସେ ନେଇ ପଚରାଉଚରା କରିବ ସିବିଆଇ। ବିବନକୁ ଏ ନେଇ କିଏ ସହଯୋଗ କରିଥିଲ, ପରିବାର ଲୋକ ଯୋଗାଯୋଗରେ ଥିଲେ କି ନାହିଁ, ଏହା ପଛରେ କୌଣଷି ରାଜନୈତିକ ବ୍ୟକ୍ତିତ୍ବଙ୍କ ସମ୍ପୃକ୍ତି ଅଛି କି ନାହିଁ, ଏନେଇ ସମସ୍ତ ତଥ୍ୟ ଓଗାଳିବ ସିବିଆଇ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ