ଆଇପିଏଲ ସମର: ଦୁବାଇରେ ଦୀପାବଳି ପାଳିବ କି ଦବଙ୍ଗ ଦିଲ୍ଲୀ, ନା ପୁଣି ବାଜିମାତ୍ କରିବ ମୁମ୍ବାଇ - IPL FINAL 2020
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9504133-thumbnail-3x2-ipl-final.jpg)
ଦୁବାଇ:ଆଜି ଦୁବାଇ ଇଣ୍ଟନ୍ୟାସନାଲ ଷ୍ଟାଡିୟମରେ ଆଇପିଏଲର ଫାଇନାଲ ଫାଇଟରେ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟୁଛି ମେଡନ ଟାଇଟଲ ଲକ୍ଷରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ମ୍ୟାଚକୁ ନେଇ ଦେଖନ୍ତୁ ଆମର ଏହି ସ୍ପେଶାଲ ସୋ ଆଇପିଏଲ ସମର ।