୨୦୨୪ ଅଲମ୍ପିକ ପାଇଁ କଠିନ ପରିଶ୍ରମ କରିବୁ: ଅମିତ ରୋହିଦାସ

By

Published : Aug 11, 2021, 5:02 PM IST

Updated : Aug 11, 2021, 5:18 PM IST

thumbnail

41 ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳ କାଂସ୍ୟ ପଦକ ହାସଲ କରିଛି । ଦେଶବାସୀ ଓ ରାଜ୍ୟବାସୀ ସଭିଏଁ ଖୁସି ଅଛନ୍ତି । ଏହାହିଁ ଆମ ପାଇଁ ବଡ଼ କଥା । ଏହି ଉପଲବ୍ଧି କେବେବି ଭୁଲିବି ନାହିଁ । ଏଥିପାଇଁ ଆମେ ଦୀର୍ଘ ପ୍ରସ୍ତୁତି କରିଥିଲୁ । ୨୦୨୪ ପ୍ୟାରିସ ଅଲମ୍ପିକ ଗେମ୍ସ ପାଇଁ କଠିନ ପରିଶ୍ରମର ଆବଶ୍ୟକତା ରହିଛି । ରାଜ୍ୟ ଉଭୟ ପୁରୁଷ ଓ ମହିଳା ହକି ଦଳକୁ ସମର୍ଥନ କରିବା ସହ ଅନ୍ୟ କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଛନ୍ତି । ଏହାଦ୍ବାରା ରାଜ୍ୟର କ୍ରୀଡ଼ା କ୍ଷେତ୍ରରେ ବିକାଶ ହେବା ସହ ନୂଆ ପ୍ରତିଭା ପଦାକୁ ଆସି ପାରିବେ । ଟୋକିଓ ଅଲମ୍ପିକ୍ ଗେମ୍ସରେ ଭାରତକୁ ଗୌରବାନ୍ବିତ କରିବା ପରେ ରାଜଧାନୀ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଭାରତୀୟ ଦଳର ଡିଫେଣ୍ଡର ଅମିତ ରୋହିଦାସ । ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Aug 11, 2021, 5:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.