ବିସିସିଆଇର ବାର୍ଷିକ ସାଧାରଣ ବୈଠକ: ଆଇପିଏଲ 2022ରେ ଦଶଟି ଟିମକୁ ଅନୁମତି

By

Published : Dec 24, 2020, 5:29 PM IST

thumbnail
ଅହମ୍ମଦାବାଦ: ଅନୁଷ୍ଠିତ ହେଲା 89ତମ ବିସିସିଆଇର ବାର୍ଷିକ ସାଧାରଣ ବୈଠକ । ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି, ସମ୍ପାଦକ ଜୟ ଶାହଙ୍କ ସମେତ ବିଭିନ୍ନ କ୍ରିକେଟ ଆସୋସିଏସନର 28ଜଣ ସଦସ୍ୟ ଏହି ବୈଠକରେ ସାମିଲ ହୋଇଛନ୍ତି । ପ୍ରଥମ ଥର ପାଇଁ ଅହମ୍ମଦାବାଦରେ ବିସିସିଆଇ ବାର୍ଷିକ ସାଧାରଣ ବୈଠକ(AGM) ଅନୁଷ୍ଠିତ ହୋଇଥିଲା । ବୈଠକରେ ମୋଟ 4ଟି ମୁଖ୍ୟ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଆଲୋଚନା ହୋଇଥିବା ସୂଚନା ରହିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.